Advertisment

୯୫% ଟିକା ଦେବାକୁ ଦାବି କଲେ ନବୀନ

ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ।

author-image
Sarbeswar
ଅଦ୍ୟତନ ହୋଇଛି

ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗତ କେଇ ସପ୍ତାହ ହେଲା କୋଭିଡ ସ୍ଥିତିରେ ଭଲ ଉନ୍ନତି ଆସିଛି। ଉପକୂଳ ଜିଲ୍ଲା ଛାଡ଼ିଲେ ବାକି ଅଞ୍ଚଳରେ ସ୍ଥିତିରେ ଭଲ ଉନ୍ନତି ଆସିଛି ବୋଲି ନବୀନ କହିଛନ୍ତି।  

Advertisment
CM Naveen Patnaik
Advertisment
Advertisment