War Of Words
ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଥା କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ । ବୈଠକ ପୂର୍ବରୁ ଦସ୍ତଖତ ନେବାକୁ ବିରୋଧ କଲେ ଝିଅ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)