Bhimatangi Murder Case
ଭୁବନେଶ୍ୱର ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲା । ଭୁବନେଶ୍ୱର ଏମସରୁ ଡିସଚାର୍ଜ ହେଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ହତ୍ୟାଘଟଣାରେ ଜଗନ୍ନାଥଙ୍କୁ ଏୟାରଲିଫ୍ଟ ଥାନା ପଚରାଉଚୁରା କରିଛି । ଆଜି ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ । ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ଜଗନ୍ନାଥ ବିଷ ପିଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୋଲିସ ଜଗନ୍ନାଥଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ ପରେ ହାତରେ ପ୍ଲାଷ୍ଟିକ ସର୍ଜରୀ ପାଇଁ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)