Drainage Issues
ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି । ତା ସାଙ୍ଗକୁ କାଦୁଅ ପଚପଚ୍ ରାସ୍ତା । ବାଲେଶ୍ୱର ଜିଲ୍ଲା ମୁନସିପାଲଟି ୧୯ ନମ୍ବର ଲେନ୍ ରାସ୍ତାର ଦୁର୍ଦଶା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ଆଣ୍ଠୁଏ ପାଣି । ହୋଲ୍ଡଂ ଟ୍ୟାକ୍ସ ଦେବା ସତ୍ୱେ ସମସ୍ୟା ମୁକୁଳି ପାରୁନଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ତେବେ ସମସ୍ୟା ନେଇ ସ୍ଥାନୀୟ ଲୋକ ବିଧାୟକଙ୍କୁ ଜଣାଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)