PiyushTripathy
ସତସତିକା କାନ୍ଦୁଛି କଳାକାର । ଭିଜୁଛି ପୀୟୂଷଙ୍କ ଛାତି । ମଞ୍ଚ ତଳେ ସମସ୍ତେ ଭାବବିହ୍ୱଳ । ମିଛି ମିଛିକା ନାଟରେ ମୁହଁରେ ରଙ୍ଗ ବୋଳି ଏମାନେ ସିନା ଅଭିନୟ କରନ୍ତି । ହେଲେ ସବୁ କଳାକାର ମାନଙ୍କର ବି ଗୋଟିଏ ହୃଦୟ ଅଛି । ଆଉ ସେଇଥିପାଇଁ ତ ଏ କାନ୍ଦ ବୋବାଳି ଆଉ ଏ ଭଲପାଇବା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)