କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟରେ ଫିଲ୍ମ ସୁଟିଂ ପରେ ମୁମ୍ବାଇ ଫେରିଛନ୍ତି ପ୍ରିୟଙ୍କା । ହେଲେ ଦେଓମାଳିର ଦେଶୀଆ ରାସ୍ତା, ସବୁଜିମା ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି । ବାଟରୁ କିଣିଛନ୍ତି ପାଚିଲା ପିଜୁଳି, ଭିଡିଓ ଜାରି କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ।
Published By: Tapaswini Nayak
Last updated: 21 March 2025, 01:51 PM IST
ବଲିଉଡ୍ର ପ୍ରଶଂସକଙ୍କ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହିଦ କପୁର ଏବଂ ମୀରା ରାଜପୁତ ଅନ୍ୟତମ। ଉଭୟଙ୍କ ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହୁଏ। ନିକଟରେ ଶାହିଦ ତାଙ୍କ ଛୁଟିଦିନର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏଥିରେ ସେ ମୀରାଙ୍କ ସହ ପୋଖରୀରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।