Piyush Tripathy
ପୀୟୂଷଙ୍କ ପାଇଁ ଯାତ୍ରାରେ କେଁ ! କଳି ଲାଗିଲେଣି ଯାତ୍ରା ମାଲିକ । ଫାଳଫାଳ ହେଲା ଯାତ୍ରା ମାଲିକ ସଂଘ । ଏବେ କିଛି ପାର୍ଟିର ଭବିଷ୍ୟତକୁ ଉପରେ ପ୍ରଶ୍ନ ଉଠିଲାଣି । ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହ ବାହିନୀ, ସୂର୍ଯ୍ୟ ମନ୍ଦିର ଏବଂ ଯାତ୍ରା ଶ୍ରୀ ମନ୍ଦିର ମାଲିକଙ୍କ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)