youtuber
ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକଙ୍କୁ କୋର୍ଟ ସମନ । ଦୁଇ ପତ୍ନୀଙ୍କ ପାଇଁ ଅଡୁଆରେ ଅରମାନ ମଲ୍ଲିକ । ୟୁଟ୍ୟୁବରଙ୍କ ବଢିପାରେ ସମସ୍ୟା । ଏକାସାଙ୍ଗରେ ଦୁଇ ପତ୍ନୀଙ୍କ ସାଙ୍ଗରେ ଅରମାନ । ହିନ୍ଦୁ ମ୍ୟାରେଜ ଆକ୍ଟର ଉଲ୍ଲଙ୍ଘନ କରିଥିବାରୁ ପଟିଆଲା ଡିଷ୍ଟ୍ରିକ୍ଟ କୋର୍ଟ ପଠାଇଛି ସମନ । ସେପ୍ଟେମ୍ବର ୨ ପୂର୍ବରୁ କୋର୍ଟରେ ହାଜର ହେବାକୁ ଆସିଛି ନୋଟିସ । କୋର୍ଟଙ୍କ ଅର୍ଡର ଆସିବା ପରେ ଅରମାନଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ପୁଣିଥରେ ମାଆ ହେବାକୁ ଯାଉଥିବା ଖବର ସେୟାର କରିଛନ୍ତି ୟୁଟ୍ୟୁବର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)