Advertisment

ସୀମା ଟପିଗଲା ଅସଭ୍ୟ ଆଚରଣ, ରାସ୍ତା ଉପରେ ଗଣ୍ଡଗୋଳ କଲେ ସିନେମା ଷ୍ଟାର୍

ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି ।

Advertisment

ସୀମା ଟପିଗଲା ଅସଭ୍ୟ ଆଚରଣ, ରାସ୍ତା ଉପରେ ଗଣ୍ଡଗୋଳ କଲେ ସିନେମା ଷ୍ଟାର୍ । ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଖୋଦ୍ ପୋଲିସ୍ ଉପସ୍ଥିତିରେ, ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ପିଟାପିଟି ସ୍ଥିତିରେ ପହଞ୍ଚିଛନ୍ତି ଉଭୟେ । ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ