Special Story: Jatra Feud Deepens: Bapi Panda Caught in Crossfire as Artistes and Organizers Clash
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Jatra Feud Deepens: Bapi Panda Caught in Crossfire as Artistes and Organizers Clash
ଯାତ୍ରା କଳାକାର ସଂଘ ଓ ଯାତ୍ରା ମାଲିକ ସଂଘ ବିବାଦ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଯାତ୍ରା ଭିତର କଳି ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏହାରି ଭିତରେ ଯାତ୍ରା ଅଭିନେତା ବାପି ପଣ୍ଡାଙ୍କ କ୍ୟାରିୟର ବିପଦ ମୁହଁକୁ ଠେଲି ହୋଇଯାଇଛି। ଏବେ ଦୋଛକିରେ ପଡ଼ିଛନ୍ତି ବାପି ପଣ୍ଡା !
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)