Film
ସୁପରହିଟ୍ ଚଳଚ୍ଚିତ୍ର ଶୋଲେକୁ ୫୦ ବର୍ଷ ପୂରିଛି । ଏବେ ଶୋଲେର ୫୦ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ଏକଦା ଶୋଲେକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ସିନେ ଜଗତରେ । ୧୯୭୫ରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଶୋଲେ । ଶୋଲେ ଚଳଚ୍ଚିତ୍ରକୁ ନେଇ ରହିଛି ଅନେକ ରୋଚକପୂର୍ଣ୍ଣ କଥା । ମୁମ୍ୱାଇର ଗ୍ରାଣ୍ଟ ରୋଡ୍ ସ୍ଥିତ ମିନର୍ଭା ଟକିଜ୍ରେ ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୁଏ ଅଲ୍ ଟାଇମ୍ ହିଟ୍ ଚଳଚ୍ଚିତ୍ର ଶୋଲେ। ଜାଣନ୍ତୁ ଶୋଲେ ଚଳଚ୍ଚିତ୍ର ବିଷୟରେ କିଛି ଜଣା ଅଜଣା କଥା..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)