Advertisment

ଏଣ୍ଟ୍ରି କରିଛନ୍ତି ନିଶା

ସିରିୟଲ ତୋରି ପାଇଁ ତୋ ପାଇଁରେ ନୂଆ କରି ଏଣ୍ଟ୍ରି କରିଛନ୍ତି ନିଶା । ଘରେ ଝଗଡା କରିବା ଆଉ ଚିକିଙ୍କୁ ହଇରାଣ କରିବାକୁ ପସନ୍ଦ କରୁଛନ୍ତି । ଖଳନାୟିକା ନିଶା ପୂର୍ବରୁ ନିଶା ଓରଫ୍ ସୁଚରିତାଙ୍କୁ ଆପଣ ମାନେ ଉର୍ବି ଚରିତ୍ରରେ ଭଲ ପାଇବା ଦେଇଥିଲେ ଆଉ ଏବେ ନିଶାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।

author-image
Tapan Kumar Swain

ସିରିୟଲ ତୋରି ପାଇଁ ତୋ ପାଇଁରେ ନୂଆ କରି ,ଏଣ୍ଟ୍ରି କରିଛନ୍ତି ନିଶା । ଘରେ ଝଗଡା କରିବା ଆଉ ଚିକିଙ୍କୁ ହଇରାଣ କରିବାକୁ ପସନ୍ଦ କରୁଛନ୍ତି । ଖଳନାୟିକା  ନିଶା  ପୂର୍ବରୁ ନିଶା ଓରଫ୍ ସୁଚରିତାଙ୍କୁ  ଆପଣ ମାନେ  ଉର୍ବି ଚରିତ୍ରରେ ଭଲ ପାଇବା ଦେଇଥିଲେ ଆଉ ଏବେ ନିଶାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।

Advertisment
Advertisment
Advertisment