Advertisment

ଭାଙ୍ଗିଗଲା ମାଲିକ ସଂଘ !

ଜଳୁଛି ପୀୟୂଷ ନିଆଁ । ଭାଙ୍ଗୁଛି ଯାତ୍ରା ମାଲିକଙ୍କ ମନ । ଫାଳଫାଳ ହେଲା ଯାତ୍ରା ମାଲିକ ସଂଘ । ଗୋଟିଏ ପଟେ ଯାତ୍ରାପାର୍ଟି ମାଲିକ ସଂଘ, ଅନ୍ୟପଟେ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ।

author-image
Tapaswini Nayak

ଜଳୁଛି ପୀୟୂଷ ନିଆଁ । ଭାଙ୍ଗୁଛି ଯାତ୍ରା ମାଲିକଙ୍କ ମନ । ଫାଳଫାଳ ହେଲା ଯାତ୍ରା ମାଲିକ ସଂଘ । ଗୋଟିଏ ପଟେ ଯାତ୍ରାପାର୍ଟି ମାଲିକ ସଂଘ, ଅନ୍ୟପଟେ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ । ଏମାନଙ୍କ ମଧ୍ୟରେ ଏବେ ମୁହାଁମୁହିଁ ପରିସ୍ଥିତି । ସାମ୍ବାଦିକ ସମ୍ମିଳନୀ କରି ମାଲିକ୍ ସଂଘ ନିଷ୍ପତ୍ତି ଵିରୁଦ୍ଧରେ ଯିବାପରେ ବିବାଦ ଏବେ ଦୁଇଗୁଣିତ ହୋଇଛି ।

Advertisment
Advertisment
Advertisment