ମତେ ଭାରି ଚିନ୍ତା...ମୁଁ କେମିତି ଓଟ ଅଣ୍ଡାକୁ ବିକ୍ରି କରିବି? ମୁଁ ରସିକିଆ ଆଉ ରଙ୍ଗିଲା ବିଦେଶୀ...ଆପଣଙ୍କ ଭଲପାଇବା ଥିଲେ ଚୋରଣୀ ୨ କଣ ଚୋରଣୀ ୩..୪ ସବୁ ହେବ। ଖାଇବା ଚୋରି କରୁଛନ୍ତି ଶଙ୍କର...ଦେଖନ୍ତୁ ଏହି ମଜାଦାର ଦୃଶ୍ୟକୁ
Published: Otv Khabar Bureau
Last updated: 19 May 2022, 02:12 PM IST
କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍ ଯାଇ ବେଶ୍ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍ କର୍ମଚାରୀ