AishwaryaRaiBachchan
ଦେହରେ ବନାରସୀ ଶାଢ଼ୀ। ଗଳାରେ ଲାଲ ରଙ୍ଗର ଏମାରେଲ୍ଡ ରୁବି ନେକ୍ଲେସ୍। ଆଉ ସିନ୍ଥିରେ ସିନ୍ଥିଏ ସିନ୍ଦୂର ପିନ୍ଧି ଅପରେସନ୍ ସିନ୍ଦୂରକୁ ସମର୍ଥନ କଲେ ନୀଳନୟନା। କାନ୍ସରେ ଦେଖାଇଲେ ଜଲୱା। ଦେଶୀ ଲୁକ୍ରେ ସମସ୍ତଙ୍କୁ କଲେ ଘାଇଲା। ଯିଏ ଦେଖିଲା ଘଡିଏ ଚାହିଁଲା। ରେଡ୍ କାର୍ପେଟ୍ରେ ରୟାଲ ଏଣ୍ଟ୍ରି ମାରି ହୋସ୍ ଉଡାଇଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)