Actress Janklin
କିଚେନ ହଙ୍ଗାମାର ରୋମାଣ୍ଟିକ ଯୋଡି ଅରବିନ୍ଦ ଓ ଜ୍ୟାଙ୍କଲିନ୍ । ରୋଷେଇକୁ ନେଇ ଅରବିନ୍ଦ କହିଲେ, ମୋ ସ୍ତ୍ରୀ କ୍ୟାପଟେନ୍ ଓ ମୁଁ ତାଙ୍କ ଆସିଷ୍ଟାଣ୍ଟ । ସେ ଯାହା କହିବେ, ତାଙ୍କ କମାଣ୍ଡ ଅନୁସାରେ କାମ କରିବି । ଆମେ ଦୁଇ ଜଣ ସମସ୍ତଙ୍କ ଉପରେ ଭାରି ପଡିବୁ । ଜ୍ୟାଙ୍କଲିନ୍ କହିଲେ, ମୁଁ ରୋଷେଇ ସମ୍ଭାଳିବି, ହଙ୍ଗାମାଟା ମୋ ସ୍ୱାମୀ କରିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)