ଗରିବ ଗୁରୁବାଙ୍କ ଚାଉଳ, ହେଲେ ଖାଇଗଲେ ସରକାରୀ ବାବୁ । ଏମିତିକି ଆସନ୍ତା ବର୍ଷ ଅକ୍ଟୋବର ଯାଏଁ ହିତାଧିକାରୀ କୁଆଡ଼େ ଚାଉଳ ନେଇସାରିଥିବା ବି ସେମାନଙ୍କ ପଡ଼ିକାର୍ଡରେ ଏଣ୍ଟ୍ରି ସରିଛି ।
Published By: Manoranjan Behera
Last updated: 20 December 2023, 09:49 PM IST
ବାହାର ଭିତର ସବୁ ଚକାଚକ୍ କରିଦେଲେ । କୋଟି କୋଟି ଖର୍ଚ୍ଚ କରି ଭିତ୍ତିଭୂମି ସଜାଡିଦେଲୁ କହି ଜୋରସୋର ପ୍ରଚାର ବି କଲେ । ହେଲେ ମୂଳ ସମସ୍ୟା ଯେଉଁଠି କି ସେଇଠି । ରାଜ୍ୟରେ ବିଭିନ୍ନ ହାଇସ୍କୁଲରୁ ଯେଉଁ ସବୁ ଚିତ୍ର ଆସୁଛି ତାହା 5Tକୁ ଉପହାସ କଲା ଭଳି ।