Advertisment

ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ

ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ। ଶୁକ୍ରବାର ଇଂରାଜୀ, ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ। ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର। ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି

author-image
Manoranjan Behera

ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ। ଶୁକ୍ରବାର ଇଂରାଜୀ, ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ। ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର। ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି

Advertisment
Odisha Matric Exam Question Paper Leak
Advertisment
Advertisment