Advertisment

କାଲିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଜୁଲାଇ ୭ ତାରିଖରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଏହା ପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

କାଲିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ। ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ ଅନଲାଇନ୍ ରେ ଚାଲିବ ଆବେଦନ। ଛାତ୍ରଛାତ୍ରୀମାନେ ସାମ୍ ସ ପୋର୍ଟାଲରେ ଆବେଦନ କରି ପାରିବେ। ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରି ପାରିବେ। ଜୁଲାଇ ୭ ତାରିଖରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଏହା ପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା। ଏଥର ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଛନ୍ତି ।

Advertisment
Odisha Plus Two Admissions
Advertisment
Advertisment