Advertisment

ତୁ ମୋର ନହେଲେ ମାରିଦେବି

'ଦେଖ୍‌... ତତେ ମୁଁ ଭଲ ପାଏ । ତତେ ହିଁ ବାହାହେବି । ଯଦି ଭଲରେ ଭଲରେ ନ ମାନିବୁ ତ ଉଠେଇ ନେବି । ନହେଲେ ଟ୍ରକ ଆଗକୁ ଠେଲି ମାରିଦେବି ।' ଏ ଥିଲା ଏକତରଫା ରୋମିଓର ଚେତାବନୀ । ଜଣେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କଲା । ମହିଳା ନ ମାନିବାରୁ ବିଚ୍‌ ରାସ୍ତାରେ ମାଡ ମାରିବା ସହ ଟ୍ରକ ଆଗକୁ ଠେଲିଦେଲା । ଏପରିକି ମହିଳାଙ୍କ ଘରେ ସାମ୍ନାରେ ଥିବା ପାଇପ୍ ଭଙ୍ଗାରୁଜା କରିବା, ପଥର ଭାଙ୍ଗି ଘର ଆଗରେ ପକାଇବା, ଘର ଲାଇଟ୍ ଖୋଲିନେବା ଆଦି ନାନା ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା ।

author-image
Tapan Kumar Swain