ଏମିତି ଚାଞ୍ଚଲ୍ୟକର ଘଟଣା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ସ୍ତ୍ରୀ ନିଜ ସ୍ୱାମୀକୁ ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ଘରେ ପୋତିଥିଲା ଶବ । ନୟାଗଡ଼ର ଏହି ଘଟଣା ଯିଏ ଶୁଣୁଛି ସିଏ ତାଜୁବ୍ । ନିଜ ପାପ ସଂପର୍କର ମୋହମାୟାରେ ପଡ଼ି ସ୍ୱାମୀଙ୍କୁ ହତ୍ୟା କରିବା ସହ ସୁନାର ସଂସାର ଚୁନା କରିଦେଲେ ସ୍ତ୍ରୀ ।
Published By: Manoranjan Behera
Last updated: 16 February 2024, 11:07 PM IST
ହର ହର ମହାଦେବ ଧ୍ୱନୀରେ କମ୍ପୁଛି ଖଣ୍ଡଗିରି ପାଦଦେଶ । ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା । ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ନାଗାବାବା, ସାଧୁସନ୍ଥ ଓ ଶ୍ରଦ୍ଧାଳୁ ।