Advertisment

ଦ୍ବିତୀୟ ବିବାହ କରିବାକୁ ହମହମ ୪ ଝିଅର ବାପା

ସ୍ୱାମୀକୁ ଘୋଷାଡି ଘୋଷାଡି ନେଉଛି ସ୍ତ୍ରୀ। କୋର୍ଟ ପରିସରେ ଚାଲିଛି ହାଇଡ୍ରାମା। ପାଟି ତୁଣ୍ଡ ଗାଳିଗୁଲଜ। କ’ଣ ଚାଳିଛି କେହି କିଛି ବୁଝି ପାରୁନାହାନ୍ତି। ଦେଖନ୍ତୁ ଏ ଦୃଶ୍ୟକୁ। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ କାବୁ କରିଛି ପ୍ରଥମ ସ୍ତ୍ରୀ ଓ ତା’ ଘର ଲୋକେ। ଖାଲି ସେତିକି ନୁହେଁ ତାକୁ ନେଇ ଥାନାରେ ବି ଦେଇଛନ୍ତି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମିଳିଛି ପେଟେଣ୍ଡ ମେଡିସିନ୍‌।

author-image
Tapan Kumar Swain