Padmakesarpur Village Abandoned
ଦୀର୍ଘ ୫ ଦିନ ଧରି ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ଶନିବାର ରାତିର ଗଣ୍ଡଗୋଳ ପରେ ଗାଁର ଅନେକ ଲୋକଙ୍କ ଘରେ ଚୁଲି ଜଳିନି କି ଗିରଫ ଭୟରେ ଘରକୁ ଫେରୁ ନାହାନ୍ତି ପୁରୁଷ ଲୋକ। ଭୟ ଓ ଆତଙ୍କ ସାଙ୍ଗକୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ମହିଳା ଓ ପିଲାଛୁଆ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)