Advertisment

ଝରକା ପଟେ ଫିଙ୍ଗିଦେଲେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ବାବୁଙ୍କ ଟଙ୍କା ଦେଖି  ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ୍ । ଜଳକା ହୋଇ ରହିଗଲେ  ଭିଜିଲାନ୍ସ ଅଧିକାରୀ ।  ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ । ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ ।

Advertisment

ବାବୁଙ୍କ ଟଙ୍କା ଦେଖି  ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ୍ । ଜଳକା ହୋଇ ରହିଗଲେ  ଭିଜିଲାନ୍ସ ଅଧିକାରୀ ।  ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ । ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ । ବାବୁଙ୍କ ଏତେ ଟଙ୍କା ଯେ  ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ୫୦୦ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି । ଏପରି କିଛି ଚିତ୍ର ସାମ୍ନାକୁ ଆସିଛି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ୍ ସମୟରେ ।

Advertisment
Bhubaneswar Vigilance Raid Black Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ