Advertisment

ମାତିଛନ୍ତି ଲୁଟେରା, ଭୁବନେଶ୍ୱରରେ ସୁରକ୍ଷା ଢିଲା

ସାର୍ଟ ସିଟିରେ ବୁଲୁଛନ୍ତି ସ୍ମାର୍ଟ ଚୋର । ନା ସିସିଟିଭିକୁ ଡର ନା ଅଛି ସିକ୍ୟୁରିଟିକୁ ଡର । ପୋଲିସ ତ ସତେ ଯେମେତି ସାଜିଛି ଦେଖାଣାହାରୀ । ପାର୍ବଣ ସମୟ ଆସୁଛି, ହୋଇଯାଆନ୍ତୁ ସାବଧାନ । ତୁଚ୍ଛା ଦିନଟାରେ ଚୋର ବୁଲାଉଛନ୍ତି କଳାକନା । ରାଜଧାନୀରେ କେମିତି ମାତିଛନ୍ତି କନଫିଡେଣ୍ଟ ଲୁଟେରା; ପୂରା ଘଟଣା ଓ ବିଶ୍ଳେଷଣ ଶୁଣନ୍ତୁ ସୁନନ୍ଦନ ମିଶ୍ରଙ୍କ ମୁହଁରୁ...

author-image
Manasranjan Mohanty