Bengaluru AI Engineer
ମର୍ଦ୍ଦ୍ କୋ ଭି ଦର୍ଦ୍ଦ୍ ହୋତା ହେ । ପୁରୁଷକୁ ବି କଷ୍ଟ ହୁଏ । କହିନପାରେନି କି ସହିପାରେନି । ଆଉ ଯନ୍ତ୍ରଣା ସୀମା ଟପିଲେ ବେଳେ ବେଳେ ଚରମ ପରିଣତିର ରୂପ ନିଏ, ଅତୁଲ ସୁଭାଷଙ୍କ ଭଳି । ବିବାହ ବିଚ୍ଛେଦ ପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି, ବେଙ୍ଗଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ, ସାରା ଦେଶରେ ତେଜିଛି ପୁରୁଷଙ୍କ ପାଇଁ ନ୍ୟାୟ ଦାବି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)