ଦୁର୍ଘଟଣା ନୁହେଁ ହତ୍ୟା !
ଦୀର୍ଘ ୨୨ ବର୍ଷ ପରେ ପୁଣି ତାଜା ହୋଇଛି ସାଉଥ ସୁନ୍ଦରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ମାମଲା। ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଥିବା ନେଇ ଆସିଛି ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଖମ୍ମମ୍ ଜିଲ୍ଲାର ଜଣେ ସାମାଜିକ କର୍ମୀ। ତେବେ ସେ ଯାହା ନାଁରେ ଅଭିଯୋଗ କରିଛନ୍ତି ସିଏ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଷ୍ଟାର୍। ନାଁ ତାଙ୍କର ମୋହନ ବାବୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)