ସୀମା ଟପିଥିଲା ଭରତପୁର ପୋଲିସ ! ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ । କାନ୍ଦି କାନ୍ଦି ବଖାଣିଲେ ପୋଲିସ ବର୍ବରତାର କାହାଣୀ । AIIMSରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବା ପରେ ଆଜି ଘଟଣା ଦିନର ପୂରା କାହାଣୀ ବଖାଣିଛନ୍ତି ମେଜର ଗୁରୁବଂଶଙ୍କ ବାନ୍ଧବୀ। ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।
Published By: Satyendu Shekher Mishra
Last updated: 19 September 2024, 10:15 PM IST
ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।