Advertisment

ଢେଙ୍କାନାଳରେ ବଢୁଛି ସେକ୍ସ ରାକେଟ୍‌ : କଲିକତା ଯାଏଁ ଲମ୍ବିଛି ଚେର

ଢେଙ୍କାନାଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେହ ବ୍ୟବସାୟ । ଢେଙ୍କାନାଳରୁ କଲିକତା ଯାଏଁ ଲମ୍ବିଛି ଏହି ସେକ୍ସ କାରବାରର ଚେର । ପୁଲିସ ଆଖିରେ ଧୂଳିଦେଇ ସହର ଭିତରେ ଆଉ ଜାତୀୟ ରାଜପଥ କଡରେ ଖୁଲମଖୁଲା ଚାଲିଛି ସେକ୍ସ ରାକେଟ । ଆଉ ଏହି ଦେହ ବ୍ୟବସାୟର ମାଷ୍ଟରମାଇଣ୍ଡ ସାଜିଛନ୍ତି ଢେଙ୍କାନାଳ ଓ ଆଠଗଡ ଅଞ୍ଚଳର କିଛି ପୁରୁଷ ଓ ମହିଳା । ସହରର ଆଖପାଖ ଅଞ୍ଚଳ, ବାଲେଶ୍ଵର ଏପରିକି କଲିକତା ହାଇଦ୍ରାବାଦ ଅଞ୍ଚଳରୁ କିଛି ଦେହଜୀବୀଙ୍କୁ ନେଇ ବେଧଡକ ଚାଲିଛି ଏହି ସେକ୍ସ ରାକେଟ । ଆଉ ଅଭିଯୋଗ ପାଇବା ପରେ ରେଡ କରୁଛି ପୋଲିସ । ଫଳରେ ଶାନ୍ତିର ସହର ଢେଙ୍କାନାଳ ଏବେ ଦିନକୁ ଦିନ ଅଶାନ୍ତ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ

author-image
Sarbeswar

Sex Racket Busted
Advertisment
Advertisment