SahdevNayakMurderCase
ସହଦେବ ନାଏକ ହତ୍ୟା ମାମଲାରେ ଜେସାକୁ ତେସା ନିତି ଆପଣାଇଛି କମିଶନରେଟ ପୋଲିସ। ହଦେବ ହତ୍ୟା ଅଭିଯୁକ୍ତ ଘରେ ବୁଲିଛି ବୁଲଡୋଜର୍। ଗଲା 5 ମାସ ହେଲା ପୋଲିସ ସହ ଚୋର-ପୋଲିସ ଖେଳୁଥିଲା ଅଭିଯୁକ୍ତ ରାଜା ନାଏକ, ଶେଷରେ ପଳାତକ ଘୋଷଣା କରି ବୁଲଡୋଜର୍ ଆକ୍ସନ ନେଇଛି ପୋଲିସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)