Deep fake
ପୋଲିସକୁ ଘାରିଛି ନେତାଙ୍କ ଡିପ୍ ଫେକ୍ ଚିନ୍ତା । ଆଗକୁ ସାଧାରଣ ନିର୍ବାଚନ ତେଣୁ Artificial Intelligence ତଥା AI ପ୍ରଯୁକ୍ତି ବିଦ୍ୟାକୁ ଅସ୍ତ୍ର କରି ବହୁଳ ମାତ୍ରାରେ ଡିପ୍ ଫେକ୍ ତଥା ଅବିକଲ୍ ନକଲ୍ ଫଣ୍ଡା ଆପଣାଇପାରନ୍ତି ଦୁର୍ବୃତ୍ତ, ନେତାଙ୍କୁ ଫସାଇପାରନ୍ତି ଜାଲରେ, କରିପାରନ୍ତି ଅପଦସ୍ତ । ତେଣୁ କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିହତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)