Game
ଅନ୍ଲାଇନରେ ଖୋଜୁଥିଲେ ପ୍ରେମ। ଭଲ ପାଇବା ଆଶାରେ ଚାଲିଥିଲା ଜୀବନସାଥୀ ଖୋଜା। ପରିଣତ ବୟସରେ ଦ୍ବିତୀୟଥର ଘର ବସାଇବାକୁ କରିଥିଲେ ମନ। ହେଲେ ପ୍ରେମ ବଦଳରେ ମିଳିଲା ଧୋକା। ଆକାଉଣ୍ଟରୁ ଟଙ୍କା ଗଲା ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ। ସୁନ୍ଦର ଚେହେରା ଦେଖି ଫସିଲେ ଆଉ ବ୍ଲାକ୍ମେଲର ଶିକାର ହେଲେ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)