Advertisment

ଟିଣ ବାକ୍ସରେ ସୁନା ହାତୀ

ଘର ଭିତରେ ପୁଳା ପୁଳା ସୁନା। ମେଞ୍ଚା ମେଞ୍ଚା ଅଳଙ୍କାର। ସୁନାର ହାତୀ। ତା’ ସହ ବିଡ଼ା ବିଡ଼ା ଟଙ୍କା । ଆପଣ ଭାବୁଥିବେ ଇଏ କୌଣସି ବ୍ୟାଙ୍କ ଲକରର୍‌ ଦୃଶ୍ୟ । କିନ୍ତୁ ନୁହେଁ ଜଣେ ମହିଳାଙ୍କ ଘରୁ ମିଳିଛି ଏତେ ପରିମାଣର ସୁନା ଓ ଟଙ୍କା। ରେଡ୍‌ ବେଳେ ଏସବୁ ଜିନିଷ ଦେଖି ପୋଲିସ ଟେରା ହୋଯାଇଛି। ଯିଏ ବି ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି।

author-image
Tapaswini Nayak

Puri
Advertisment
Advertisment