Advertisment

୫ ଦିନ ପରେ ବଡ଼ ଗିରଫଦାରୀ

ଏବେ ବି ସସ୍‌‌ପେନ୍ସ ଭିତରେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା । ୫ ଦିନ ପରେ ବି ଘଟଣା ଉପରୁ ହଟି ପାରୁନି ପରଦା । କେମିତି ଛାତ୍ରୀଙ୍କ ମୃତ୍ୟୁ ହେଲା ? ନିଜେ ଜଳିଥିଲେ ନା ତାଙ୍କୁ କିଏ ଜାଳି ଦେଇଥିଲା ? ଏହାକୁ ନେଇ ଏବେ ବି ଜାରି ରହିଛି ସନ୍ଦେହ । ତେବେ ଏସବୁ ଭିତରେ ପୋଲିସ୍ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ ବୟଫ୍ରେଣ୍ଡ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି ପୋଲିସ୍ ।

author-image
Tapan Kumar Swain