ରାଜଧାନୀରେ ମାତିଛନ୍ତି କେବିଏନ୍ ଗ୍ରୁପ୍ । ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । ହାତରେ ମାଉଜର୍, ଆଉ ଫାଏର ହେଉଛି ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି । ଘଟଣା ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି । ଶୁଣନ୍ତୁ ଏହାର ପୁରା ଘଟଣା
Published: Otv Khabar Bureau
Last updated: 07 November 2021, 02:26 PM IST
ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ.. ଜନତା ସଫା ସଫା ଶୁଣାଇଦେଇଛନ୍ତି.. ରୋଡ୍ ନାହିଁ ତ ଭୋଟ୍ ବି ନାହିଁ.