Constable
ପୁଣି ବଧୂ ନିର୍ଯାତନା। ଅକଥନୀୟ ଅତ୍ୟାଚାର ଆଉ ଟର୍ଚର। ମା’ର କଥାରେ ପଡି ପୁଅ ବି ପାଲଟିଗଲା ଶତ୍ରୁ। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ଚାହିଁଲାନି। ଶେଷରେ ଆଉ ସହିପାରିଲେନି ମହିଳା କନଷ୍ଟେବଳ। ଝୁଲି ପଡିଲେ। ତେବେ ଆତ୍ମହତ୍ୟା କରିବା ପୂର୍ବରୁ କାନ୍ଦି କାନ୍ଦି ବଖାଣିଛନ୍ତି ନିଜ କୋହଭରା କାହାଣୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)