Special Story: Odisha Shock: Youth Burnt Alive by Family Over Property Dispute
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Odisha Shock: Youth Burnt Alive by Family Over Property Dispute
ସମ୍ପତ୍ତି ପାଇଁ ହେଲା ସର୍ବନାଶ। କାଳ ହେଲା ଜମି ବାଡ଼ି ଲୋଭ। ନିଜ ବାପା ବି ଅନାଇଲାନି ପୁଅକୁ। ପିଠିରେ ବୋହି ଆଣିଥିବା ସାନ ଭାଇ ବି ହୋଇଗଲା ପର। ସମ୍ପତ୍ତି ଆଗରେ ତୁଚ୍ଛ ହୋଇଗଲା ରକ୍ତ ସମ୍ପର୍କ। ଆଉ ଏପଟେ ସାବତ ମା’ ବି ସାଜିଲା ପିଶାଚିନୀ । ପୁଅ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେଲେ। ଆଖି ବୁଜିବା ପୂର୍ବରୁ ତାଙ୍କ ସହ ଘଟିଥିବା ଗୋଟି ଗୋଟି କଥା ସବୁ ବଖାଣିଛନ୍ତି ଯୁବକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)