ଝିଅ ପରେ ଆଖି ବୁଜିଲେ ମାଆ । ରାଜଧାନୀରେ ଥାର୍ ଆତଙ୍କ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ରେବତୀ ରାଉଳଙ୍କର ମୃତ୍ୟୁ । ପୂର୍ବରୁ ଗତ ଶନିବାର ୮ ବର୍ଷୀୟା ରେଶମାଙ୍କ ମୃତ୍ୟୁ ଘଟିଥିଲା । ଶନିବାର ଭୁବନେଶ୍ବର ପାତ୍ରପଡ଼ାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା ।
Published By: Tapan Kumar Swain
Last updated: 11 August 2025, 04:59 PM IST
ବାହାହେଲେ ସଂପର୍କୀୟ ଭାଇ-ଭଉଣୀ । ବର କନ୍ୟାଙ୍କୁ ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ ।