Advertisment

ମୋ ମୃତ୍ୟୁ ପଛରେ ସାର୍ ଦାୟୀ

ପୁଣି ହାରାସ୍‌ମେଣ୍ଟ। ପୁଣି ମେଣ୍ଟାଲ ଟର୍ଚର। ପୁଣି ଝୁଲି ପଡିଲେ ଡାକ୍ତରୀ ଛାତ୍ର। ଏକ ଘରୋଇ କଲେଜର ଜଣେ ଏମବିବିଏସ ଛାତ୍ରୀ ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମରେ ଜୀବନ ହାରିଛନ୍ତି ।

author-image
Tapan Kumar Swain