Advertisment

ସଇତାନ ସାଜିଲା ସ୍ୱାମୀ,ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା

ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ

author-image
Prangyan Parimita

ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ ।  ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ ଆଉ ତାପରେ ପୋଲିସ ଭୟରେ ଫେରାର ହୋଇଯାଇଥିଲା  । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । 

Advertisment
India Lucknow Man Kills Wife
Advertisment
Advertisment