ଖୋଲିଲା ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ଘଟଣାର ହେଲା ପର୍ଦ୍ଦାଫାଶ। ୧୭ ଦିନ ପରେ ହଟିଲା ସସ୍ପେନ୍ସ। ହନିମୁନ୍ ଟ୍ରିପରେ ସୁପାରି କିଲର ଲଗାଇ ସ୍ବାମୀଙ୍କର ଜୀବନ ନେଇଥିଲା ସ୍ତ୍ରୀ। ଘଟଣାର ୭ ଦିନ ପରେ ନିଖୋଜ ରାଜା ରଘୁବଂଶୀଙ୍କ ମିଷ୍ଟ୍ରି ଉପରୁ ପରଦା ହଟିଛି। ହତ୍ୟାକାରୀ ପତ୍ନୀ ସୋନମ୍ ପୋଲିସ ନିକଟରେ ଆତ୍ମସମର୍ପଣ କରି ସବୁ ସତ କଥା ଗୋଟି ଗୋଟି କରି ବଖାଣିଛି।
Published By: Tapaswini Nayak
Last updated: 09 June 2025, 02:43 PM IST
ଛତିଶଗଡ଼ରେ ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ଦୁଇ ଜଣଙ୍କ ସମେତ ଗଳାକାଟି ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର୍ ସନ୍ଦେହରେ ହତ୍ୟା କରିଥିବା ସୂଚନା ମିଳିଛି।