Loot
ଚନ୍ଦକା ଅଞ୍ଚଳରେ ଆତଙ୍କରାଜ କରିଥିବା ବେଳେ ଏବେ ପୁଣି ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା। ଏକାଧିକ ଫ୍ଲାଟରୁ ଲୁଟିଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଓ ମୂଲ୍ୟବାନ୍ ସମାଗ୍ରୀ। ଦିନରେ ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ଲୁଟେରା ପାଖାପାଖି ୬ଟି ଫ୍ଲାଟରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। CCTVରେ କଏଦ ହୋଇଛି ଲୁଟେରାଙ୍କ କାରନାମା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)