ମିଶନ୍ ଶକ୍ତି ଲାପଟପ୍ କିଣାରେ ମହାଘୋଟାଲା ଅଭିଯୋଗ । ଦୁର୍ନୀତିର ଗନ୍ଧ ବାରି RTI କର୍ମୀ ତଥ୍ୟ ମାଗିଲାବେଳକୁ ଏବେ ବାଉଳି ଚାଉଳି ହୋଇ କିଣାଚାଲିଛି ଲ୍ୟାପଟପ୍, ଯୋଗାଡ଼ ଚାଲିଛି ସତମିଛର ବିଲ୍ ।
Published By: Sujit kumar Swain
Last updated: 01 January 2025, 11:02 PM IST
ସମ୍ବଲପୁରରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନକାଉଣ୍ଟର । ଓଡ଼ିଶାରୁ ଗୋରୁ ବୋଝେଇ ଟ୍ରକ ନେଇ ପଶ୍ଚିମବଙ୍ଗକୁ ଯାଉଥିଲେ । ସମ୍ବଲପୁରଠାରେ ସିନେମା ଷ୍ଟାଇଲରେ ଏନକାଉଣ୍ଟର କଲା ପୋଲିସ । ଦୁଇ ଗୋରୁ ମାଫିଆ ଆହତ ।