Advertisment

ଅର୍ଚ୍ଚନାର ନାଗଫାଶରେ ମାଳମାଳ ନେତା

ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍‌ରେ ସୃଷ୍ଟି ହୋଇଛି କମ୍ପନ ।

author-image
Manoranjan Behera

ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍‌ରେ ସୃଷ୍ଟି ହୋଇଛି କମ୍ପନ ।

Advertisment
Lady Blackmailer
Advertisment
Advertisment