Naba Das
ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା। ପୋଲିସ ଫଟୋଗ୍ରାଫର ସଞ୍ଜୟ କିଷାନଙ୍କ ସାକ୍ଷ୍ୟଗ୍ରହଣ। ଝାରସୁଗୁଡା କୋର୍ଟରେ ଆଜି ପୋଲିସ ଫଟୋଗ୍ରାଫର ସଞ୍ଜୟ କିଷାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆସନ୍ତାକାଲି ବ୍ରଜରାଜନଗର ତତ୍କାଳୀନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ସାକ୍ଷ୍ୟଗ୍ରହଣ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)