ONE-SIDED LOVE
ଜଗତସିଂହପୁରରେ ପୁଣି ଚାଞ୍ଚଲ୍ୟ । ପ୍ରେମ ନକଲେ ଜୀବନରୁ ମାରିଦେବେ । ଖୁଲମଖୁଲା ଧମକ ଦେଉଥିବାର ଭିଡିଓ ଉପରେ ବି ଟିକେ ନଜର ପକାନ୍ତୁ । କିଭଳି ପୀଡ଼ିତାଙ୍କ ଘରେ ପଶି ତାଙ୍କୁ ଧମକ ଦେଉଛନ୍ତି । ପୀଡ଼ିତାଜଣଙ୍କ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି ସେହି ସଂସ୍ଥାର ମାଲିକ ଜୋରଜବରଦସ୍ତ ତାଙ୍କୁ ବାହା ହେବାକୁ ଚାହୁଛନ୍ତି ପୁଣି କହୁଛନ୍ତି ମୋର ନହେଲେ ଆଉ କାହାର ତୁ ହୋଇପାରିବୁ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)