Advertisment

ମାଲକାନଗିରିରେ ଡିଜିଟାଲ୍ ଜୁଆ

ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ। ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ।

author-image
Otv Khabar Bureau

ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ। ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ। ସୁରାଗ୍ ପାଇବା ପରେ ମାଲକାନଗିରି ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Malkangiri Mobile App IPL Betting
Advertisment
Advertisment