ଥାକ ମାରି ଥୁଆ ହୋଇଛି ବିଡ଼ା ବିଡା ଟଙ୍କା। ଖଟ ଉପରେ ପଡିଛି ପୁଳା ପୁଳା ୫ ଶହ ଟଙ୍କିଆ ବଣ୍ଡଲ। ଭିଜିଲାନ୍ସ ଯାଞ୍ଚ ବେଳେ କୁବେର ଆଇଏସ୍ ବାବୁଙ୍କ ଘରୁ ମିଳିଛି ଏସବୁ। ଧର୍ମଗଡ ଉପଜିଲ୍ଲାପାଳଙ୍କ ସରକାରୀ କ୍ବାର୍ଟର୍ସରୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଛି । ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଟିମ୍।
Published By: Tapaswini Nayak
Last updated: 10 June 2025, 01:01 PM IST
ଛତିଶଗଡ଼ରେ ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ଅଞ୍ଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ଦୁଇ ଜଣଙ୍କ ସମେତ ଗଳାକାଟି ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର୍ ସନ୍ଦେହରେ ହତ୍ୟା କରିଥିବା ସୂଚନା ମିଳିଛି।