Family Crimes on the Rise: Affairs and Property Disputes Lead to Bloodshed
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Family Crimes on the Rise: Affairs and Property Disputes Lead to Bloodshed
କେଉଁଠି ପରକୀୟା ପ୍ରୀତି, ତ କେଉଁଠି ସଂପତ୍ତି ବିବାଦରୁ ହତ୍ୟା। ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ, ପରିବାର ଭିତରେ ଘଟୁଛି ଅପରାଧ। ତୀବ୍ର ଅପରାଧପ୍ରବଣତାକୁ ନେଇ ସବୁଠି ଏବେ ଉଦବେଗ। ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ସାମାଜିକ କର୍ମୀଙ୍କ ମତ। ‘ଏକାନ୍ନବର୍ତ୍ତୀ ପରିବାର ପାଇଁ ବେଶି ବିଗୁଡୁଛି ସ୍ଥିତି’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)