Advertisment

ପ୍ରାଣ ନେଲା ପାଇଲ୍ସ ଅପରେସନ୍‌

୩ ଜଣ ଘରକୁ ଆସିଲେ, ବାପାଙ୍କ ଅପରେସନ୍‌ କଲେ। କାହାକୁ ଭିତରକୁ ଛାଡିଲେନି। ଅପରେସନ୍‌ର ୧୦ ମିନିଟ୍‌ ପରେ ଭଲ ହେବା ବଦଳରେ ସରିଏସ୍‌ ହୋଇଗଲେ ବାପା। ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେଲେ, ଚିତ୍କାର କଲେ। ନିଶ୍ୱାସ ନେବାରେ ବି ହେଲା କଷ୍ଟ। ଆଉ ଏପଟେ ଅପରେସନ୍‌ କରିଥିବା ଡାକ୍ତର ମାରିଲେ ଛୁ।

author-image
Tapan Kumar Swain